ଝାରସୁଗୁଡ଼ା: ସଦର ଥାନା ଅନ୍ତର୍ଗତ ଏକାତାଲି ଗ୍ରାମର ଆରଆଇ ଅଫିସ ପଛପାର୍ଶ୍ଵରେ ପୁରୁଣା ପୋଖରୀ ନିକଟରୁ ବସ୍ତା ଭିତରେ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣେ ନାବାଳିକା ହୋଇଥିବା ଆଶଙ୍କା କରାଯାଉଛି। ସୂଚନା ପାଇ ସଦର ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।
ବସ୍ତା ଭିତରୁ ମୃତଦେହ ଉଦ୍ଧାର, ପୁଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ
/sambad/media/post_attachments/wp-content/uploads/2023/06/download-13.jpg)