ଝାରସୁଗୁଡ଼ା: ରବିବାର ସକାଳେ ବଡ଼ମାଲ ଥାନା ଅନ୍ତର୍ଗତ ବେହେରାପଲି ନିକଟରେ ଏକ ରକ୍ତାକ୍ତ ଶବ ପଡ଼ିଥିବା ଦେଖା ଯାଇଥିଲା।
ପୀଡ଼ିତଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରୁଛି।
ମୃତ ବ୍ୟକ୍ତିଜଣକ ହେଉଛନ୍ତି ଝାରସୁଗୁଡ଼ା ଥାନା ବୁରମାଲବାସୀ ୪୩ ବର୍ଷିୟ ଅକ୍ଷୟ ସାହୁ।
ଏସ୍ଡିପିଓ ଏବଂ ଆଇଆଇସି ଘଟନାସ୍ଥଳରେ ପହଞ୍ଚିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/jharsuguda.jpg)