କାଳବୈଶାଖୀରେ ଉଡ଼ିଗଲା ଛପର

ଘଟଗାଁ: ଆଜି ଅପରାହ୍ଣ ୩ଟା ବେଳେ ଘଟଗାଁଠାରୁ ମାତ୍ର ୫ କିମି ଦୂର ତରା ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

କାଳବୈଶାଖୀରେ ଅଜିତ କୁମାର ପତିଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଧରାଶାୟୀ ହୋଇପଡିଛି। ୫ ବଖରା ଆଜବେଷ୍ଟସ ଘର ଛପର ଖଣ୍ଡେ ଦୂରକୁ ଉଡ଼ିଯାଇଛି। ଅଜିତଙ୍କ ପିତାଙ୍କ ମୁଣ୍ଡରେ ଆଘାତ ଲାଗି ଗୁରୁତର ହୋଇଛନ୍ତି।

ସମ୍ବନ୍ଧିତ ଖବର