କୁଚିଣ୍ଡା: କୁଚିଣ୍ଡା-ଭୋଜପୁର ରାସ୍ତାରେ ଲାଡ ଗ୍ରାମର ଦ୍ରୌପଦୀ ପଧାନ (୬୫) ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଗତ ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏକ ବାଇକ୍ ପଛ ପଟୁ (ଓଆର ୧୫ଡି ୯୫୬୭) ତାଙ୍କୁ ଧକ୍କା ଦେଇଥିଲା। କୁଚିଣ୍ଡା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
ଦୁର୍ଘଟଣାରେ ବୃଦ୍ଧା ମୃତ
/sambad/media/post_attachments/wp-content/uploads/2017/12/dead-body-2.jpg)