ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ଚଞ୍ଚରାମୁଣ୍ଡା ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି। ଘଟଣାସ୍ଥଳରେ ଗୋଲାମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୃତଦେହଟି ରାସ୍ତାକଡ଼ରେ ପଡ଼ିଥିବା ବେଳେ ଦେହର ଅଧା ଅଂଶ ଏକ ଜରି ବସ୍ତାରେ ଘୋଡ଼ାଇ ହୋଇ ରହିଛି। ଶବ ଉପରେ ଏକ ସାଇକେଲ ପଡ଼ିରହଛି। ଏହା ଦୁର୍ଘଟଣା ନା ହତ୍ୟା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱଷ୍ଟ ହୋଇ ପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Untitled-3.png)