ବାଲିଗୁଡ଼ା: ବାଲିଗୁଡ଼ା ଏସଡିପିଓ ନିତିନ୍ କୁଶଲକର ଦାଗୁଡ଼ୁଙ୍କ ନେତୃତ୍ବରେ ପୁଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ବାଲିଗୁଡ଼ା ଥାନା ମହାସିଙ୍ଗି ଅଞ୍ଚଳରେ ଚଢଉ କରାଯାଇ ୯୫ ଏକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩୫ କୋଟି ଟଙ୍କା ହେବ। ବାଲିଗୁଡ଼ା ଡିଏସପି ସୁନାରାମ ହେମ୍ବ୍ରମ, ଥାନା ଅଧିକାରୀ ରମାକାନ୍ତ ମହାପାତ୍ର, ଅବକାରୀ ଏସଆଇ ଭକ୍ତବତ୍ସଳ ଶର୍ମା, ମାଧବ କୌଶଲ୍ୟାଙ୍କ ସମେତ ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀ ସାମିଲ ହୋଇ ଥିଲେ।
୩୫ କୋଟିର ଗଞ୍ଜେଇ ଗଛ ନଷ୍ଟ
/sambad/media/post_attachments/wp-content/uploads/2018/12/kandha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)