କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ଚାଲିଛି । ଏହି ଲୋକସଭା ଆସନ ପାଇଁ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଛି ଏବଂ ତିନୋଟି ଯାକ ଦଳ ଏଥର ପ୍ରାର୍ଥୀ ବଦଳାଇଛନ୍ତି। ଆସନ୍ତୁ ଦେଖିବା କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏଥି ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରୁ କିଏ କେଉଁ ଦଳରୁ ଲଢ଼ୁଛନ୍ତି…
କନ୍ଧମାଳରେ ଚାଲିଛି ଭୋଟ୍ ! ଜାଣନ୍ତୁ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏଥି ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରୁ କିଏ କେଉଁ ଦଳରୁ ଲଢ଼ୁଛନ୍ତି…
/sambad/media/post_attachments/wp-content/uploads/2019/04/Kandhamal-Election_Thumbnail.jpg)