କନ୍ଧମାଳରେ ଚାଲିଛି ଭୋଟ୍ ! ଜାଣନ୍ତୁ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏଥି ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରୁ କିଏ କେଉଁ ଦଳରୁ ଲଢ଼ୁଛନ୍ତି…

କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ଚାଲିଛି । ଏହି ଲୋକସଭା ଆସନ ପାଇଁ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଛି ଏବଂ ତିନୋଟି ଯାକ ଦଳ ଏଥର ପ୍ରାର୍ଥୀ ବଦଳାଇଛନ୍ତି।  ଆସନ୍ତୁ ଦେଖିବା କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏଥି ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରୁ କିଏ କେଉଁ ଦଳରୁ ଲଢ଼ୁଛନ୍ତି…

 

ସମ୍ବନ୍ଧିତ ଖବର