ବାଲିଗୁଡ଼ା-ସୀମନବାଡ଼ିି ରାସ୍ତାରେ ମାଓ ପୋଷ୍ଟର

0

କନ୍ଧମାଳ: ସୀମନବାଡ଼ି-ବାଲିଗୁଡା ଜାତୀୟ ରାଜପଥ ୫୯ ନମ୍ବରରେ ରବିବାର ମାଓବାଦୀ ପୋଷ୍ଟର ଲାଗିଛି। ମାଓବାଦୀମାାନେ ବାରଡିକିଲୁ ଗାଁରେ ଏହି ପୋଷ୍ଟର ରାତି ୮ଟାରେ ଲଗାଇଛନ୍ତି। ଏଥି ସହିତ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। କୁହାଯାଉଛି ଯେ, ଡୁଡୁକାମା ଓ ସୁଡ୍ରୁକୁମ୍ପା ଏନକାଉଣ୍ଟରକୁ ବିରୋଧ କରି ମାଓବାଦୀ ମାନେ ପୋଷ୍ଟର ଲଗାଇଛନ୍ତି। ଜୁନ ୨୫ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଆହ୍ଵାନ କରିଛନ୍ତି। ଅନ୍ୟପକ୍ଷରେ ମାଓବାଦୀଙ୍କ ପୋଷ୍ଟର ଦେଖି ଗାଁଲୋକେ ଭୟଭୀତ ହୋଇଯାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.