ଘରୁ ଡାକି ନେଇ ଠିକାଦାରଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ: ରବିବାର ବଡ଼ି ଭୋର୍‌ରୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନ ମିଙ୍ଗୁନିପଦରର ଜଣେ ଠିକାଦାରଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି।

ନିହତ ଠିକାଦାରଙ୍କ ନାମ କୈଳାସ ଦିଗାଲ୍‌। ମାଓବାଦୀମାନେ ତାଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର