କନ୍ଧମାଳ: ଫୁଲବାଣୀ ବ୍ଲକ ପାଲଚି ଆଶ୍ରମ ସ୍କୁଲରେ ଅବ୍ୟବସ୍ଥା ଘଟଣାରେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ ଡ. ବୃନ୍ଦା ଡି ସ୍କୁଲର ସହକାରୀ ଶିକ୍ଷକ ବୁଲୁନାଥ ପାତ୍ରଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ବେଳେ ରୋଷେୟା ପୂର୍ଣ୍ଣିମା ନାୟକଙ୍କୁ ଆଜି ରାତିରେ ବହିଷ୍କୃତ କରିଛନ୍ତି। ପାଲଚି ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ବୀରଭଦ୍ର ବେହେରା ଯାଇଥିବା ବେଳେ ସହକାରୀ ଶିକ୍ଷକ ବୁଲୁନାଥ ଦାୟିତ୍ୱରେ ଥିଲେ।
ପାଲଚି ଆଶ୍ରମ ସ୍କୁଲରେ ଅବ୍ୟବସ୍ଥା ଘଟଣା: ସହାକାରୀ ଶକ୍ଷକ ନିଲମ୍ବିତ, ରୋଷେୟା ବହିଷ୍କୃତ
/sambad/media/post_attachments/wp-content/uploads/2018/10/Teacher.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)