କନ୍ଧମାଳ: ତୁମୁଡିବନ୍ଧରେ କାଳବୈଶାଖୀ ଓ କୁଆ ପଥର ବର୍ଷା

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର କିଛି ଅଂଚଳରେ ଶୁକ୍ରବାର କାଳବୈଶାଖୀର ପ୍ରଭାବରେ କୁଆ ପଥର ବର୍ଷା ଓ ଘୁର୍ଣ୍ଣିଝଡ଼ ହୋଇଛି।

ପାଣିପାଗ ବିଭାଗ ପକ୍ଷରୁ ଦିଆ ଯାଇ ଥିବା ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାର ବାଲିଗୁଡା, କ. ନୂଆଗାଁ ଓ ତୁମୁଡିବନ୍ଧ ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ବିଜୁଳି ଘଡଘଡି ମାରିବା ସହ ଝିପିଝିପି ବର୍ଷା ହୋଇଛି।

ତୁମୁଡୁବନ୍ଧ ବ୍ଲକର କୁର୍ତ୍ତମଗଡ଼, ର୍ସିଲକ୍ଷ କରକୁଡୁପା ଆଦି ଅଂଚଳରେ କୁଆ ପଥର ବର୍ଷା ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର