ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମା ନିକଟରେ ବୁଧବାର ଏକ ଟ୍ରକ ଓ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଲକ୍ଷ୍ମୀ ଅଗ୍ରୱାଲ ଗୁରୁତର ହୋଇଥିବା ଜଣାପଡିଛି ା ଆହି ଲକ୍ଷ୍ମୀଙ୍କ ଘର ଖରିଆର ଗ୍ରାମରେ ବୋଲି ଜଣାପଡିଛି ା ସୂଚନା ମୁତାବକ ଖରିଆରରୁ ଲକ୍ଷ୍ମୀଙ୍କ ସମେତ ଦୁଇଜଣ ଏକ ବାଇକରେ ବାଲିଗୁଡା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ମୁହାମୁହିଁ ଧକ୍କା ହୋଇଥିଲା।
ଟ୍ରକ ଧକ୍କାରେ ବାଇକ ଚାଳକ ଗୁରୁତର
/sambad/media/post_attachments/wp-content/uploads/2018/11/Road-Accident-2.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)