କନ୍ଧମାଳ: ୪ ବର୍ଷ ତଳେ ଆତ୍ମସମର୍ପଣ କରିଥିଲେ ମହିଳା ମାଓବାଦୀ, ପୁଲିସ ଉପସ୍ଥିତିରେ କଲେ ବିବାହ

ଫୁଲବାଣୀ: ଚାରି ବର୍ଷ ତଳେ ଆତ୍ମସମର୍ପଣ କରିଥିବା ଜଣେ ମହିଳା ମାଓବାଦୀ ଶୁକ୍ରବାର ବୈବାହିକ ଜୀବନ ଆରମ୍ଭ କରିଛନ୍ତି। ସରକାରଙ୍କ ଉନ୍ନୟନ ମୂଳକ ଯୋଜନାରେ ଆକର୍ଷିତ ହୋଇ ମହିଳା ମାଓବାଦୀ ଜ୍ୟୋତି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ରିଜର୍ଭ ପୁଲିସରେ ୪ ବର୍ଷ ପର୍ଯ୍ୟନ୍ତ କାମ କଲା ପରେ ପୁଲିସର ଉପସ୍ଥିତିରେ ଆଜି ଜ୍ୟୋତିର ବିବାହ ସମ୍ପନ୍ନ ହୋଇଛି।

ସମ୍ବନ୍ଧିତ ଖବର