କେନ୍ଦ୍ରାପଡ଼ା: ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା: ପାଟକୁରା ଥାନା ଅନ୍ତର୍ଗତ ଜମପଡ଼ା ଗ୍ରାମରେ ପୁଲିସ ବୁଧବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ବିବାହିତ ମହିଳାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁଲିସ ମାନସ ଜେନାଙ୍କ ସ୍ତ୍ରୀ ନମିତା ଜେନାଙ୍କ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇଛି।

ସମ୍ବନ୍ଧିତ ଖବର