କେନ୍ଦ୍ରାପଡ଼ା: ସଦର ଥାନା ଅନ୍ତର୍ଗତ କାରିଲୋପାଟଣା ଲୁଣା କରଣ୍ଡିଆ ନଦୀ ପୋଲ ଉପରୁ ଡେଇଁ ଶନିବାର ଜଣେ ଯୁକ୍ତ ୨ ଶ୍ରେଣୀରେ ପଢୁଥିବା ପଲିଟେକନିକ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଡେରାବିସ ଅଞ୍ଚଳରେ ଥିବା ଯୁକ୍ତ ୨ ଛାତ୍ର କେଶବ ମଲ୍ଲିକର ମୃତଦେହକୁ କିଛି ଲୋକ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି।
ଯୁକ୍ତ ୨ ପଲିଟେକ୍ନିକ୍ ଛାତ୍ରର ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2017/11/Kendrapara.jpg)