କେନ୍ଦ୍ରାପଡ଼ା: ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ, ୨୨ ବର୍ଷିଅ ଯୁବକ ଗିରଫ

କେନ୍ଦ୍ରାପଡ଼ା: ଚାରି ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବୁଧବାର ରାଜକନିକା ଥାନା ପୁଲିସ ଜଣେ ୨୨ ବର୍ଷିଅ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ନାବାଳିକା ଦାଣ୍ଡରେ ଖେଳୁଥିବା ବେଳେ ଯୁବକ ଜଣକ ଉଠାଇ ନେଇ ଯାଇଥିଲା ଏବଂ ପରେ ଦୁଷ୍କର୍ମ କରିଥିଲା। ନାବାଳିକାକୁ ଗୁରୁବାର ଡାକ୍ତରୀ ପରୀକ୍ଷା ପାଇଁ କେନ୍ଦ୍ରାପଡ଼ା ପଠାଯିବ।

ସମ୍ବନ୍ଧିତ ଖବର