ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ଶ୍ରମିକ ମୃତ

କେନ୍ଦ୍ରାପଡା: ପାଇପ ଓ ବାଉଁଶ ବୋଝେଇ ଟ୍ରାକ୍ଟର ଓଲଟି ପଡିବାରୁ ଶନିବାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଡିଅଣ୍ଟା ପୋଲ ନିକଟରେ ଘଟିଥିବା ଦୁର୍ଘଟଣାରେ ରାଜନଗର ଥାନା ଅଧିନ ପରିପଙ୍ଗରା ଗାଁର ହୃଷିକେଶ ଷଣ୍ଢଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର