କେନ୍ଦ୍ରାପଡ଼ା: ଏକ୍ସପାଏରି ମେଡିସିନ ଖାଇ ରବିବାର ୩ ଜଣ ପିଲା ଅସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ପିଲାମାନେ ପରିତ୍ୟକ୍ତ ସ୍ଥାନରେ ପଡ଼ିଥିବା ମେଡିସିନ ଖାଇଥିଲେ। ପରିବାର ଲୋକେ ଜାଣିବା ପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କେନ୍ଦ୍ରାପଡ଼ା: ଏକ୍ସପାଏରି ମେଡିସିନ ଖାଇ ୩ ପିଲା ଅସୁସ୍ଥ
/sambad/media/post_attachments/wp-content/uploads/2018/12/Expired.jpeg)