କେନ୍ଦ୍ରାପଡ଼ା: ଅଜଣା ଗାଡ଼ି ଧକ୍କାରେ ବୁଧବାର ସନ୍ଧ୍ୟାରେ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ନୀଳାଚଳ ବଜାରରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡିକିପୁର ଗାଁର ୨ ବାଇକ୍ ଆରୋହୀ (ବାସୁ ସାହୁ ଓ ପବିତ୍ର)ଙ୍କ ମୃତ୍ୟୁ ଘଟିଛି।
କେନ୍ଦ୍ରାପଡ଼ା: ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ମୃତ
/sambad/media/post_attachments/wp-content/uploads/2018/12/Road-Accident-1.png)