ଚମ୍ପୁଆ : କିଛିଦିନର ବ୍ୟବଧାନରେ ଚମ୍ପୁଆ ବ୍ଲକ୍ ଜ୍ୟୋତିପୁର ଅଞ୍ଚଳକୁ ପୁଣି ଫେରିଛନ୍ତି ୨୫ଟିକିଆ ହାତୀପଲ। ଏହି ହାତୀପଲ ଚାଷଜମିରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଜଣାପଡ଼ିଛି। ଏହି ହାତୀପଲ ୧୦ ତାରିଖ ରାତିରେ ମୟୂରଭଞ୍ଜ ଜିଲ୍ଲାରୁ ବାହାରି ବୈତରଣୀ ନଦୀ ପାର ହୋଇ ମାଳିପଶି ଗ୍ରାମରେ ପଶିଥିଲେ। ଗ୍ରାମରେ ଏକ ଘରର କବାଟ, ଝରକା ଭାଙ୍ଗି ଧାନଚାଉଳ ଖାଇଥିଲେ।
ଜ୍ୟୋତିପୁର ଅଞ୍ଚଳରେ ୨୫ ହାତୀ
/sambad/media/post_attachments/wp-content/uploads/2021/09/eleph.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)