ଘଟଗାଁ: ଘଟଗାଁ ବାଇପାସ ଛକରେ ଗତକାଲି ରାତିରେ ଏକ କୋଇଲା ବୋଝେଇ ଟ୍ରକ (ଓଡି୦୨ ଏଭି ୦୦୯୬) ପଛପଟୁ ଏକ ହାଇଓା (ଓଡି୦୯ ଏକ୍ସ ୫୪୪୯) ଧକ୍କା ଦେବାରୁ ଡ୍ରାଇଭର ତଥା ଗାଡ଼ି ମାଲିକ ଦାଶରଥି ନନ୍ଦ ଗୁରୁତର ହୋଇଛନ୍ତି। ସେ ଷ୍ଟିଅରିଂରେ ଚାପି ହୋଇ ରହିଥିଲେ। ଘଟଗାଁ ଅଗ୍ନିଶମ ବାହିନହୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ଘଟଗାଁ ଡାକ୍ତରଖାନାରେ ସକାଳୁ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦାଶରଥିଙ୍କ ଘର ଆନନ୍ଦପୁର ଉପଖଣ୍ଡର ଶାଳବଣି ଗ୍ରାମରେ।
ଟ୍ରକ ପଛରେ ପିଟିଲା ହାଇୱା, ରାତିସାରା ଚାପିହୋଇ ରହିଲେ ଡ୍ରାଇଭର
/sambad/media/post_attachments/wp-content/uploads/2024/01/g.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)