ବିଜେପିରେ ଯୋଗଦାନ

0

ହାଟଡ଼ିହି: ହାଟଡ଼ିହି ବ୍ଲକ ବାଲିବରେଇ ପଞ୍ଚାୟତ ନୂଆଗାଁ ଗ୍ରାମର ଶତାଧିକ କର୍ମୀ  ବିଜେପିରେ ଯୋଗଦେଇଛନ୍ତି।  ବରିଷ୍ଠ ବିଜେପି ନେତା ବିବେକାନନ୍ଦ ରାଉତଙ୍କ ବାଙ୍ଗୋର ସ୍ଥିତ ବାସଭବନରେ ନିରଞ୍ଜନ ରାଉତ, କେଦାର ପଣ୍ଡା, ପ୍ରଶାନ୍ତ ନାୟକ, ଯୋଗେନ୍ଦ୍ର ସାମଲ, ହିରୁନୁ ରାଉତ, ମଞ୍ଜୁଲତା ନାଇକ, ଇନ୍ଦୁମତି ନାଇକ, ଭକ୍ତ ଚରଣ ସାମଲ, ହେମନ୍ତ ନାୟକ, ମାନୁ ନାଇକ, ପୀତେଇ ଭୂୟାଁ, ନିର ନାଇକ, ଗୟାଧର ପଣ୍ଡା, ଜାଡ଼ି ନାଇକ, ମୁନି ନାଇକ, ନିର୍ମଳ ନାଇକ, ଗୋଲାପ ନାଇକ, ଅଜୁ ଦେହୁରୀ, ବିମଳା ନାଇକ, ରାନୁ ନାଇକ ବିଜେପିରେ ସାମିଲ ହୋଇଥିଲେ। ସମସ୍ତଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.