ପଦ୍ମପୁର: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପଦ୍ମପୁର ବଜାର ଓଭର ବ୍ରିଜ୍ ଉପରେ ଏକ (ଜେ ଏଚ୍ ଜିର-୫ସିଡବ୍ଲୁ-୭୩୦୪)ଚାରି ଚକିଆ କଣ୍ଟେନର ପଳାଶପଙ୍ଗା ପଟୁ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ଚକ ଫାଟି ଯିବାରୁ ରାସ୍ତା ଉପରେ ଓଲଟିପଡିଥିଲା। ଫଳରେ ଚାଳକ ସମେତ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ପଦ୍ମପୁର ଓଭରବ୍ରିଜ ଉପରେ ଓଲଟିଲା କଣ୍ଟେନର, ୩ ଆହତ
/sambad/media/post_attachments/wp-content/uploads/2022/05/Untitled-106.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)