ଯୋଡ଼ା: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ଅନ୍ତର୍ଗତ ଦଡୁଆଁ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଜନ୍ମ ପରେ ଏକ ହାତୀ ଛୁଆର ସନ୍ଦେହଜନକ ମୃତ୍ୟୁ ଘଟିଛି। ଗତକାଲି ରାତ୍ରି ପ୍ରାୟ ୮ଟା ୩୦ ମିନିଟ ସମୟରେ ଉକ୍ତ ଗ୍ରାମରେ ମାଈ ହାତୀଟି ଶାବକକୁ ଜନ୍ମ ଦେଇଥିଲା। ତେବେ ଶାବକ ହାତୀଟି ମୃତ୍ୟୁ ଘଟିଥିବା ନେଇ ଆଜି ସକାଳେ ବନ ବିଭାଗ ଜାଣିବାକୁ ପାଇଥିଲା। ବନ ବିଭାଗ ଶାବକର ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ହାତୀ ଛୁଆର ସନ୍ଦେହଜନକ ମୃତ୍ୟୁ
/sambad/media/post_attachments/wp-content/uploads/2023/01/elephant-anu33.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)