ଶଙ୍କରପୁର : କେନ୍ଦୁଝର ଜିଲ୍ଲା ଉପକଣ୍ଠ ଜାତୀୟ ରାଜପଥ ୪୯ ଶଙ୍କରପୁର ଅରଡେଇ ନଦୀ ନିକଟରେ ଥିବା ଜାତୀୟ ରାଜପଥ କଡରେ ଲାଗିଥିବା ଗଛ ଗୁଡିକରେ କୌଣସି କାରଣରୁ ନିଆଁ ଲାଗି ଯାଇଛି। ଲୋକେ ଭୟଭୀତ ହୋଇ କେନ୍ଦୁଝର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କେମିତି ଏଠାରେ ନିଆଁ ଲାଗିଲା ତାହା ଜଣାପଡି ନାହିଁ ।
୪୯ ନମ୍ବର ରାଜପଥ କଡ଼ରେ ନିଆଁ
/sambad/media/post_attachments/wp-content/uploads/2021/04/WhatsApp-Image-2021-04-01-at-21.36.37.jpeg)