ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ବରଗାଡ଼ି ଓଲଟିବାରୁ ଗାଡ଼ିରେ ଥିବା ଯାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି। ବଡ଼ବିଲରେ ବିବାହ ସରିବା ପରେ ବରକନ୍ୟା ଏକ କାର୍ରେ କୋଲକାତା ଯାଉଥିଲେ। ଉକ୍ତ କାର୍ରେ ବାରକନ୍ୟାଙ୍କ ବ୍ୟତୀତ ଆହୁରି ୪ଜଣ ଥିଲେ। ଅପରାହ୍ଣରେ ବୈତରଣୀ ପୋଲ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ କାର୍ରେ ଥିବା ଯାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି।
ବର ଗାଡ଼ି ଓଲଟିଲା, ଯାତ୍ରୀ ସାମାନ୍ୟ ଆହତ
/sambad/media/post_attachments/wp-content/uploads/2021/06/0b4bd307-0a34-4b2e-b57a-38ee94a3216d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)