କେନ୍ଦୁଝର: ବ୍ରାହ୍ମଣୀପାଳ ମା ତାରିଣୀ ଟିପର ମାଲିକ ସଂଘର ଗୃହକୁ ଉଚ୍ଛେଦ କରାଯାଇଛି। ସଂରକ୍ଷିତ ଜମିରେ ନିର୍ମାଣ କରାଯାଇଥିବା ହେତୁ ଏହାକୁ ଭାଙ୍ଗିବା ଲାଗି ଓଡ଼ିଶା ଉଚ୍ଚ ନ୍ୟା୍ୟାଳୟ ନିର୍ଦ୍ଦେଶ ଦେଇଥିଲେ। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ୫ ପ୍ଲାଟୁନ୍ ଫୋର୍ସ ସହ ଚାରି ଥାନାର ଅଧିକାରୀ, ଏସପି, ଡିଏଫଓ, ତହସିଲଦାର, ଉପଜିଲ୍ଲାପାଳ ଓ ଦୈତାରି ରେଞ୍ଜର ପ୍ରମୁଖ ଉପସ୍ଥିତ ଅଛନ୍ତି।
ବ୍ରାହ୍ମଣୀପାଳ ମା ତାରିଣୀ ଟିପର ମାଲିକ ସଂଘର ଗୃହ ଉଚ୍ଛେଦ
/sambad/media/post_attachments/wp-content/uploads/2024/07/k-2.jpg)
/sambad/media/agency_attachments/2024-07-24t043029592z-sambad-original.webp)