: ବଂଶପାଳ ବ୍ଲକ କଲଣ୍ଡା ପଂଚାୟତର ରବ ଗ୍ରାମରେ ମା, ଛୁଆ ହାତୀ ଦୁଇଟିର ଅସ୍ୱାଭାବିକ ମୃତ୍ୟୁ ହୋଇଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ ହୋଇଛି। ତେବେ ବିଷକ୍ରିୟା ଯୋଗୁ ହାତୀ ଦୁଇଟିର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।