ଦାନଗଦୀ: ଦାନଗଦି ଅଞ୍ଚଳର ଜଣେ ମହିଳାଙ୍କୁ ବାରଖାଇର ନଟବର ପେରେଇଙ୍କ ପୁଅ ଶାନ୍ତନୁ (୪୪) ଅସଦାଚରଣ କରିଥିବା କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ସ˚ପୃକ୍ତ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି। ପୁଲିସ କେସନମ୍ବର ୧୬୮/୨୦୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମହିଳା ଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଶାନ୍ତନୁ ତାଙ୍କୁ ଅସଦାଚରଣ କରିଥିଲା।
ମହିଳାଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2018/12/tment-can-i-go-to-rehab-instead-of-jail-article-photo-hands-of-prisoner-2.jpg)