ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୪୬୮ ଜଣ କରୋନା ପଜିଟିଭ

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଥିବାବେଳେ ଆଜି ଭୁବନେଶ୍ୱରରେ ୪୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତେବେ ୧୨୩ ଜଣ କାରଣରୁ ସୁସ୍ଥ ମଧ୍ୟ ହୋଇଛନ୍ତି | ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହୋଇଥିବା ତଥ୍ୟ ମୁତାବକ ନୟାପଲ୍ଲୀରୁ ୬ ଜଣ, ପୁରୁଣା ଭୁବନେଶ୍ୱରରୁ ୪ ଜଣ , ୟୁନିଟ ୩ ଅଞ୍ଚଳରୁ ୫ ଜଣ, ଟଙ୍କପାଣିରୁ ୫ ଜଣ, ଆଚାର୍ଯ୍ୟ ବିହାରରୁ ୫ ଜଣ, ବଡ଼ଗଡ଼ରୁ ୬ ଜଣ, ଶୈଳଶ୍ରୀ ବିହାରରୁ ୧୩ ଜଣ, ରସୁଲଗଡରୁ ୧୩ ଜଣ, ବାପୁଜୀ ନଗରରୁ ୫ ଜଣ, ନଖରାରୁ ୬ ଜଣ, ସାମନ୍ତରାପୁରରୁ ୪ ଜଣ, ପଟିଆରୁ ୧୯ ଜଣ, ଓଲଡ଼ ଟାଉନରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି |


ନୟାପଲ୍ଲୀରୁ ୩୩ ଜଣ, ସୁନ୍ଦରପଦାରୁ ୧୭ ଜଣ, ଆଇଆରସି ଭିଲେଜରୁ ୫ ଜଣ, ନୀଳାଦ୍ରି ବିହାରରୁ ୬ ଜଣ, ଶାସ୍ତ୍ରୀ ନଗରରୁ ୫ ଜଣ, ବିଜେବି ନଗରରୁ ୧୦ ଜଣ, ଜାଗମରାରୁ ୭ ଜଣ, ବମିଖାଲରୁ ୯ ଜଣ, ଜୟଦେବ ବିହାରରୁ ୬ ଜଣ, ଝାରପଡାରୁ ୧୦ ଜଣ, ଚନ୍ଦ୍ରଶେଖରପୁରରୁ ୧୩ ଜଣ, ଖଣ୍ଡଗିରିରୁ ୧୪ ଜଣ, ଲକ୍ଷ୍ମୀସାଗରରୁ ୧୧ ଜଣ, ପୋଖରୀପୁଟରୁ ୧୪ ଜଣ, ବରମୁଣ୍ଡାରୁ ୭ ଜଣ, ପାତ୍ରପଡାରୁ ୫ ଜଣ, ୟୁନିଟ ୬ରୁ ୫ ଜଣ, ୟୁନିଟ ୯ରୁ ୮ ଜଣ ଚିହ୍ନଟ ହୋଇଛନ୍ତି |

ସମ୍ବନ୍ଧିତ ଖବର