ଖୋର୍ଦ୍ଧା: ଖୋର୍ଦ୍ଧା ଜ଼ିଲ୍ଲା ବେଗୁନିଆ ଥାନା ଅଞ୍ଚଳରୁ ଗତ ରାତିରେ ପୁଲିସ ଏକ ଗୋରୁ ବୋଝେଇ ପିକ ଅପ ଭ୍ୟାନ ଜବତ କରିଛି l ଏହି ଗାଡ଼ିରେ ୮ଟି ଗୋରୁ ଚାଲାଣ ହେଉଥିଲେl
ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ, ୮ଟି ଗୋରୁ ଉଦ୍ଧାର
/sambad/media/post_attachments/wp-content/uploads/2021/04/1f407b50-c2a8-4b36-acb7-cb7724cff92f.jpg)
ଖୋର୍ଦ୍ଧା: ଖୋର୍ଦ୍ଧା ଜ଼ିଲ୍ଲା ବେଗୁନିଆ ଥାନା ଅଞ୍ଚଳରୁ ଗତ ରାତିରେ ପୁଲିସ ଏକ ଗୋରୁ ବୋଝେଇ ପିକ ଅପ ଭ୍ୟାନ ଜବତ କରିଛି l ଏହି ଗାଡ଼ିରେ ୮ଟି ଗୋରୁ ଚାଲାଣ ହେଉଥିଲେl
Join and get latest news updates delivered to you via WhatsApp