ଭୁବନେଶ୍ୱର: ଆସନ୍ତା୧୨ତାରିଖ ଶନିବାର ଦିନ ‘ବାଣୀବିହାର-୮୫’ ବ୍ୟାଚ୍ ତରଫରୁ କ୍ୟାମ୍ପସ ପରିସରରେ ବୃକ୍ଷ ଚାରା ରୋପଣ କରାଯିବା ସହ ସନ୍ଧ୍ୟାରେ ହୋଟେଲ ସ୍ୱସ୍ତିପ୍ରିମିୟମରେ ସଂଗୀତ ପରିବେଷଣ ହେବ। ଏହି ବ୍ୟାଚ୍ ବନ୍ଧୁମାନେ ଉପସ୍ଥିତ ହେବାକୁ ଅନୁରୋଧ କରାଯାଉଛି।
ବାଣୀବିହାର-୮୫’ତରଫରୁ ବୃକ୍ଷରୋପଣ ଓ ସଂଗୀତ ପରିବେଷଣ
/sambad/media/post_attachments/wp-content/uploads/2019/01/plantation.jpg)