ଖୋର୍ଦ୍ଧା: ଖୋର୍ଦ୍ଧା ଥାନା ଅଧିନସ୍ଥ ତୋଟାପଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଭାଇର ଗୁଳିରେ ମରିଛି ଆଉ ଜଣେ ଭାଇ। ପାରିବାରିକ ବିବାଦ ଉଗ୍ର ରୂପ ନେବାରୁ ଏଭଳି ଘଟଣା ଘଟିଛି ବୋଲି ଜଣାପଡ଼ିଛି। ମୃତକଙ୍କ ନାମ ମହମ୍ମଦ ସାବିର ବୋଲି ଜଣାପଡ଼ିଛି। ସାବିରଙ୍କୁ ତାଙ୍କର ସାବତ ଭାଇ ଗୁଳିମାରି ହତ୍ୟା କରି ଫେରାର୍ ହୋଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ । ଖୋର୍ଦ୍ଧା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖୋର୍ଦ୍ଧା: ଭାଇ ଗୁଳିରେ ଭାଇ ମଲା, ପାରିବାରିକ ବିବାଦରୁ ହତ୍ୟାକାଣ୍ଡ
/sambad/media/post_attachments/wp-content/uploads/2017/10/MSN-gun-firing.jpg)