ଖୋର୍ଦ୍ଧା: ଛାତ୍ର ସଂସଦ ନିର୍ବାଚନୀ ବିବାଦ ନେଇ ଗୁରୁବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ କଲେଜ ସଭାପତିଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାର ଛାତ୍ର ସଂସଦ ସଭାପତି ଭାଗିରଥୀ ସ୍ୱାଇଁଙ୍କୁ ଅନ୍ୟ ଏକ ଦଳର ଯୁବକମାନେ ଆକ୍ରମଣ କରିଛନ୍ତି। ଅଭିଯୋଗ ଅନୁସାରେ କଲେଜ ପରିସରକୁ ୫ଜଣ ଦୁର୍ବୃତ୍ତ ପ୍ରବେଶ କରି ଆକ୍ରମଣ କରିଥିଲେ। ଭାଗିରଥୀଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଛାତ୍ର ସଂସଦ ନିର୍ବାଚନୀ ହିଂସା: ବେଗୁନିଆ କଲେଜ ସଭାପତିଙ୍କୁ ଛୁରାମାଡ଼
/sambad/media/post_attachments/wp-content/uploads/2017/11/khordha-2.jpg)