ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

କଥା ରଖିଲାନି ପୁଅ, କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର: କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ। ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି। ଏକ ଚିଠି ଲେଖି ସୁର ରାଉତରାୟ କହିଛନ୍ତି, ସାନପୁଅ ମନ୍ମଥଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କଥା ନ ରଖି ବିଜେଡିରେ ସାମିଲ ହେଲେ। ଏହା…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ଯୋଗ ଦେଲେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ

ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ହଜାର ହଜାର ଦଳୀୟ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ସେ। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ବିଜେଡି…
ଅଧିକ ଖବର ଦେଖନ୍ତୁ...

ମଣ୍ଡିରୁ ମୁହଁ ମୋଡ଼ିଲେ ୨୫% ଚାଷୀ: ବଳିଲା ଦେଢ଼ ଲକ୍ଷ କୁଇଣ୍ଟାଲ୍‌ ଟାର୍ଗେଟ୍‌

ଖୋର୍ଦ୍ଧା: ମଣ୍ଡି ଆରମ୍ଭରୁ ଯାହା ଆଶଙ୍କା କରାଯାଉଥିଲା, ଶେଷ ବେଳକୁ ସେୟା ହିଁ ହେଲା। ଚଳିତବର୍ଷ ଧାନକିଣା ଋତୁରେ ଖୋର୍ଦ୍ଧା ଜିଲ୍ଲାରୁ ୧ ଲକ୍ଷ ୮୦ହଜାର କୁଇଣ୍ଟାଲ୍‌ର ଧାନ ଟାର୍ଗେଟ୍ ବଳି ପଡ଼ିଲା ପଛେ, ଚାଷୀଙ୍କଠାରୁ କିଣା ଯାଇ ପାରିଲା ନାହିଁ। ଜିଲ୍ଲାର ୧୨ହଜାର ୪୫୬ଜଣ ଚାଷୀ ଏଥର ଧାନ…
ଅଧିକ ଖବର ଦେଖନ୍ତୁ...

ଚିଲିକାକୁ ବିପଦ ମାଗୁର ଚାଷ: ପୋଖରୀ ଖୋଳି ଚାଷ କରୁଛନ୍ତି ଆନ୍ଧ୍ର ଦଲାଲ

ଖୋର୍ଦ୍ଧା: ମାଗୁର ଚାଷର ଲୋଭ ଏସିଆ ମହାଦେଶର ସର୍ବବୃହତ୍ ଲୁଣି ହ୍ରଦ ଚିଲିକା ପାଇଁ ବିପଦ ସୃଷ୍ଟି କଲାଣି। ଆନ୍ଧ୍ର ଦଲାଲ୍‌ଙ୍କ କବ୍‌ଜାରେ ଏମିତି ଢଙ୍ଗରେ ମାଛ ଚାଷ କରାଯାଉଛି ଯେ, ଚିଲିକା ଜଳ ସମେତ ଏହି ଅଞ୍ଚଳର ପାଣିପବନ ବିଷାକ୍ତ ହେବାରେ ଲାଗିଛି। ସୂଚନା ମୁତାବକ, ଚିଲିକା ଯଦିଓ…
ଅଧିକ ଖବର ଦେଖନ୍ତୁ...

୩ ଶହ ଲିଟର ମଦ ଜବତ

ବେଗୁନିଆ: ବେଗୁନିଆ ଓ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ସଦର ଥାନା ଅନ୍ତର୍ଗତ ବରପଦା ଜଙ୍ଗଲ ପାର୍ଶ୍ବବର୍ତ୍ତି ଅଞ୍ଚଳରେ ୩ ଶହ ଲିଟର ମଦ ଜବତ କରାଯାଇଛି। କିନ୍ତୁ ମଦ ମାଫିଆମାନେ ଖସି ଯାଇଛନ୍ତି। ଜିଲ୍ଲା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଚଢଉ…
ଅଧିକ ଖବର ଦେଖନ୍ତୁ...

ପରଲୋକରେ ଶତାୟୁ ସ୍ବାଧୀନତା ସଂଗ୍ରାମୀ ହଟ୍ଟନାଥ ମଙ୍ଗରାଜ

ଖୋର୍ଦ୍ଧା: ପରଲୋକରେ ଶତାୟୁ ସ୍ବାଧୀନତା ସଂଗ୍ରାମୀ ହଟ୍ଟନାଥ ମଙ୍ଗରାଜ। ୧୦୪ ବର୍ଷ ବୟସରେ ଗତକାଲି ରାତି ୯ଟା ୪୫ ମିନିଟ୍ ସମୟରେ ବେଗୁନିଆ ବ୍ଲକ ସିକୋ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ହଟ୍ଟନାଥ ମଙ୍ଗରାଜ ମହାନ୍ ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ନେଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜେଲ୍‌ରେ ଡିଆଇଜି, ବ୍ରହ୍ମପୁର ସିନିୟର ସୁପରିଟେଣ୍ଡଣ୍ଟ୍‌ଙ୍କ ଖୋଳତାଡ଼

ଖୋର୍ଦ୍ଧା: ଜିଲ୍ଲା କାରାଗାରରେ ଜେଲ୍ ଡିଆଇଜି ଅନୁସୂୟା ଜେନା ଖୋଳତାଡ଼ କରିଛନ୍ତି। ସେ ଜଣକ ପରେ ଜଣେ କଏଦୀଙ୍କୁ ଡାକି ବ୍ୟକ୍ତିଗତ ଭାବେ ଜେରା କରିଛନ୍ତି। କେବଳ ଡିଆଇଜି ନୁହେଁ, ବ୍ରହ୍ମପୁରର ସିନିୟର ଜେଲ୍ ସୁପରିଟେଣ୍ଡେଣ୍ଟ ଧୀରେନ୍ଦ୍ରନାଥ ବାରିକ ବି ଜେଲ୍‌ରେ ତନାଘନା ଆଜି ଫେରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ତିନିଟି ଗାଁରେ ପାନୀୟ ଜଳ ଶୋଧନ ୟୁନିଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଜଳର ଗୁଣବତ୍ତା ପ୍ରଭାବିତ ହୋଇଥିବା ଗାଁଗୁଡ଼ିକରେ ଗାଁର ମାଲିକାନାରେ ଓ ପରିଚାଳନାରେ ପାନୀୟ ଜଳ ବିଶୋଧନ ୟୁନିଟ୍‌ମାନ ଘରୋଇ ଉଦ୍ୟମରେ ଖୋଲାଯାଉଥିବା ଦେଖିବାକୁ ମିଳିଛି। ଅନ୍ଧାରୁଆ ଗ୍ରାମପଞ୍ଚାୟତର ଅନ୍ଧାରୁଆ ଗାଁ ଓ ଗୋଡ଼ିବାରି (ଦାସପୁର) ଗାଁରେ ଏବଂ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ଜାଲ୍‌ରେ ସହକାରୀ ଯନ୍ତ୍ରୀ: ଅଫିସ୍‌ ଆଲମିରାରୁ ଏକ ଲକ୍ଷ ୭୪ହଜାର ଟଙ୍କା ଜବତ

ଖୋର୍ଦ୍ଧା: ୫୦ହଜାର ଟଙ୍କା ଲାଞ୍ଚ ନେଇ ଖୋର୍ଦ୍ଧା ବ୍ଲକ୍‌ର ମହିଳା ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଆଜି ଭିଜିଲାନ୍‌ସ ହାବୁଡ଼ରେ ଧରାପଡ଼ିଛନ୍ତି। ତା’ ସହିତ ତାଙ୍କ ଅଫିସ୍‌ କାର୍ଯ୍ୟାଳୟର ବି ତଲାସି ନିଆଯାଇଛି। ଅଫିସ୍‌ ଆଲମିରାରୁ ଭିଜିଲାନ୍‌ସ ଟିମ୍‌ ଏକ ଲକ୍ଷ ୭୪ହଜାର ଟଙ୍କା ଜବତ…
ଅଧିକ ଖବର ଦେଖନ୍ତୁ...

୫୦ ହଜାର ଟଙ୍କା ନେଇ ଭିଜିଲାନ୍ସ ହାତରେ ପଡ଼ିଲେ ଖୋର୍ଦ୍ଧା ବ୍ଲକର ମହିଳା ସହକାରୀ ଯନ୍ତ୍ରୀ

ଖୋର୍ଦ୍ଧା: ୫୦ ହଜାର ଟଙ୍କା ନେଇ ଭିଜିଲାନ୍ସ ହାତରେ ପଡ଼ିଛନ୍ତି ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର। ଏମପି ଲ୍ୟାଡ଼ ପ୍ରକଳ୍ପ ପାଇଁ ପିସି ଟଙ୍କା ନେଉଥିବା ବେଳେ ‌ ଖୋର୍ଦ୍ଧା ଭିଜିଲାନ୍ସ ଟିମ ତାଙ୍କୁ ଧରିଛି। ସୂଚନା ଅନୁଯାୟୀ, ଏମପି ଲ୍ୟାଡ଼ ପ୍ରକଳ୍ପ ପାଇଁ ଜଣେ…
ଅଧିକ ଖବର ଦେଖନ୍ତୁ...