ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ଫୁଲ ଟୋକେଇ ଧରି ଅଯୋଧ୍ୟା ବାହାରିଲେ ଭକ୍ତ; ମହାପ୍ରଭୁଙ୍କ ସେବା କରୁଥିଲେ, ରାମଲାଲାଙ୍କୁ ସମର୍ପିବେ

ଖୋର୍ଦ୍ଧା: ଗଲା ୨୩ବର୍ଷ ହେଲା କରି ଆସୁଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା। କାଳିଆ ସାଆନ୍ତଙ୍କ ରଥକୁ ସୋଲ ଗଛରୁ ତିଆରି କଦମ୍ବ ଓ ସେବତୀ ଫୁଲରେ ଦେଉଛନ୍ତି ସଜାଇ। ଏବେ ଅଯୋଧ୍ୟାରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବା ପରେ ଶିଳ୍ପୀକାର ବୀରକିଶୋର ନାୟକ ଏବେ ଅଯୋଧ୍ୟା ମୁହାଁ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଅଟୋକୁ ଧକା ହେଲା ଷଣ୍ଢ; ୩ ଗୁରୁତର, ଜଣେ ଆହତ

ବାଲିପାଟଣା: ହଂସପାଳ ନିମାପଡ଼ା କେନାଲ ବନ୍ଧ ବନମାଳୀପୁର ନିକଟରେ ଏକ ଚଳନ୍ତା ଅଟୋ ସହ ଷଣ୍ଢ ଧକା ହେବା ଫଳରେ ୩ ଗୁରୁତର ଏବଂ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣା ସ୍ଥଳରୁ ଆହତ ମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରା ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭର ସମେତ ୩…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ସରକାରୀ ଶିକ୍ଷକଙ୍କ ସାମ୍ବାଦିକତା; ଦଲମ ସ୍କୁଲ୍‌ ଶିକ୍ଷକ ଚାକିରିରୁ ନିଲମ୍ବିତ

ବେଗୁନିଆ: ମହଙ୍ଗା ପଡ଼ିଲା ସରକାରୀ ପ୍ରାଥମିକ ସ୍କୁଲ୍ ଶିକ୍ଷକଙ୍କ ସାମ୍ବାଦିକ ନିଶା। ଏପାଖେ ସ୍କୁଲ ଶିକ୍ଷକ ହିସାବରେ ସରକାରୀ ତହବିଲ୍‌ରୁ ଦରମା ଉଠାଉଥିଲେ, ସେପାଖେ ସାମ୍ବାଦିକ ପରିଚୟ ନେଇ ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା କାର୍ଡ ବି ନେଇଥିଲେ। ସାମ୍ବାଦିକ ଦର୍ଶାଇ ସରକାରୀ ଅଫିସରଙ୍କୁ…
ଅଧିକ ଖବର ଦେଖନ୍ତୁ...

ମହାପ୍ରସାଦରେ ଉଷୁନା ଚାଉଳ! ଅର୍ପଣ ଚାଉଳକୁ ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା: ମହାପ୍ରଭୁଙ୍କ ମହାପ୍ରସାଦରେ ଉଷୁନା ଚାଉଳ। ଅର୍ପଣ ରଥରୁ ସଂଗୃହୀତ ବାର ମିଶା ଚାଉଳରେ ଏହା ତିଆରି ଚାଲିଛି। ମହାପ୍ରଭୁଙ୍କ ଲାଗି କରି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅପବିତ୍ର କରାଯାଉଛି। ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଏମିତି ସାଙ୍ଘାତିକ…
ଅଧିକ ଖବର ଦେଖନ୍ତୁ...

ଶତାୟୁ ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌; ତଳ ଆଡୁ ଓଡ଼ିଶାରେ ଏକ ନମ୍ବର

ଖୋର୍ଦ୍ଧା: ଓଡ଼ିଶାର ଶତାୟୁ ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌। ବାଙ୍କି କେନ୍ଦ୍ରୀୟ ବ୍ୟାଙ୍କ୍‌ ପରେ ପରେ ବ୍ରିଟିଶ ଅମଳରେ ଏ ବ୍ୟାଙ୍କ୍‌ର ହୋଇଥିଲା ଜନ୍ମ। ଖୋର୍ଦ୍ଧା ଜିଲ୍ଲା ସହିତ ନୟାଗଡ଼ର ରଣପୁର ଏବଂ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌କୁ ବି ଏହାର ଶାଖା ବିସ୍ତାର କରିଛି।…
ଅଧିକ ଖବର ଦେଖନ୍ତୁ...

ବାଲୁଗାଁ ଏନ୍‌ଏସିରେ ଭତ୍ତା ଟଙ୍କା ହେର୍‌ଫେର୍‌! ଅଫିସରଙ୍କ ପକେଟ୍‌କୁ ଯାଇଛି ୬୬ହଜାର 

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭତ୍ତା ଦୁର୍ନୀତି। ହଜାରେ କି’ ଦୁଇ ହଜାର ନୁହେଁ, ସରକାରଙ୍କର ମୋଟ୍ ୬୬ହଜାର ୮ଶହ ଭତ୍ତା ଟଙ୍କା ହେର୍‌ଫେର୍‌ କରାଯାଇଛି। ଭତ୍ତା ବାଣ୍ଟିବେ ବୋଲି ଏନ୍‌ଏସି ଏକାଉଣ୍ଟ୍‌ରୁ ଟଙ୍କା ଉଠାଇ ନିଆଯାଇଛି, କିନ୍ତୁ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଖେଳୁଥିବା ବେଳେ ଖସିପଡ଼ିଲେ; ୧୧ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ୍‌ ଗୋଳବାଇ ଭଗବତୀ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଆଜି ୧୧ଜଣ ଛାତ୍ରୀ ଏକକାଳୀନ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ତନ୍ମଧ୍ୟରୁ ୯ଜଣଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସୁସ୍ଥତାର କାରଣ ଶାରୀରିକ ଦୁର୍ବଳତା…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ସହରରେ ଶିକ୍ଷକଙ୍କ ଘରକୁ ବୋମାମାଡ଼ କରି ଦୁଇ ଦୁର୍ବୃତ୍ତ ଛୁ’

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ପୁଣି ଫୁଟିଲା ସୁତୁଲି ବୋମା। କୌଣସି କାରଣକୁ କେନ୍ଦ୍ର କରି ଦୁଇ ଜଣ ଦୁର୍ବୃତ୍ତ ଖୋର୍ଦ୍ଧା ଆଦର୍ଶ ଥାନା ସୁଦର୍ଶନ ବିହାରରେ ଏମିତି କାଣ୍ଡ ଘଟାଇଛନ୍ତି। ଘଟଣାରେ ଯଦିଓ କାହାର କିଛି କ୍ଷୟକ୍ଷତି ହୋଇନାହିଁ, ତଥାପି କଲୋନି ଅଞ୍ଚଳରେ ହଠାତ୍‌ ଏ ପ୍ରକାର…
ଅଧିକ ଖବର ଦେଖନ୍ତୁ...

ବାଲି ବୋଝେଇ ହାଇୱା ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଖୋର୍ଦ୍ଧା: ବେଗୁନିଆ -ବାଘମାରି- ଧଳାପଥର ରାସ୍ତାର ବଡ଼ବେରେଣା ଡୁମୁଣି ମନ୍ଦିର ନିକଟରେ ହାଇଓ୍ବା ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷ ଗୁରୁତର ହୋଇଥିବା ଜଣାଯାଇଛି। ଉଭୟେ ସଂପର୍କରେ ପତିପତ୍ନୀ ବୋଲି ଜଣାଯାଇଛି। ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ଖୋର୍ଦ୍ଧା: ବାଲୁଗାଁ ରେଞ୍ଜ ବରବରା ସେକ୍ସନ ଖରିଆପଲ୍ଲୀ ଜଙ୍ଗଲରେ ଶୁକ୍ରବାର ଦିନ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଖୋର୍ଦ୍ଧା ଡ଼ିଏଫଓ ପୂର୍ଣ୍ଣିମା ପଣ୍ଡିଆନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ଏ ନେଇ…
ଅଧିକ ଖବର ଦେଖନ୍ତୁ...