ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ବିଦ୍ୟାଳୟ ନିକଟରେ ମାଙ୍କଡ଼ା ପଥର ଖଣିର ପ୍ରତିବାଦ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ବେଆଇନ ମାଙ୍କଡ଼ା ପଥର ଖଣି ଖନନ ଓ ଚାଲାଣ ଏଭଳି ଉକ୍ରଟ ହୋଇଛି ଯେ ଯିଏ ଯେଉଁଠାରେ ପାରିଲା ଖୋଳି ଖୋଳି ନେଉଛନ୍ତି। କେତେବେଳେ ଡରାଇ ଧମକାଇ ତ କେତେବେଳେ ନିଜକୁ ସରକାରୀ କର୍ମଚାରୀଙ୍କ ପରିଚୟ ଦେଇ ଦିନଦିପହରେ ଲୁଟ ଚାଲିଛି। ଆଜି ଏଭଳି ଏକ ଅଭିଯୋଗ ଦେଇ…
ଅଧିକ ଖବର ଦେଖନ୍ତୁ...

ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଭଳି ରାଜ୍ୟର ସରକାରକୁ ଆଉ କେହି ଚଳାଉଛି : ଜେପି ନଡ୍ଡା

ବାଲୁଗାଁ/ବାଣପୁର/ଖୋର୍ଦ୍ଧା : ନବୀନ ବାବୁଙ୍କୁ ରତ୍ନଭଣ୍ଡାରର ଚାବି କେଉଁଠି ଅଛି ଜଣାନାହିଁ । ସେ ଏହାର ଏକ ଡୁପ୍ଲିକେଟ୍ ଚାବି ସାଥିରେ ଧରି ବୁଲୁଛନ୍ତି । ମୋତେ ଜଣାପଡ଼ୁନାହିଁ ସରକାର କିଏ ଚଳାଉଛି । ଅରିଜିନାଲ୍ ଚଳାଉଛନ୍ତି ନା' ଆଉ କିଏ? କିଏ ସରକାର ଚଳାଉଛି କିଛି ବୁଝାପଡ଼ୁନାହିଁ ।…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଖୋର୍ଦ୍ଧା : ପ୍ରାୟ ଏକ ମାସ ଧରି ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପରେ ଆଜି ଜିଲ୍ଲାର ଶତାଧିକ ଅଙ୍ଗନବାଡ଼ି କର୍ମୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବୁଧବାର…
ଅଧିକ ଖବର ଦେଖନ୍ତୁ...

୧୬୬୯ ଗାଁରେ ହେବ ସଂପୂର୍ଣ୍ଣ ୧୧ କୃଷି ଗଣନା

ଖୋର୍ଦ୍ଧା: ଜିଲ୍ଲାର ୧୬୬୯ଟି ଗାଁରେ ୧୧ଶ କୃଷି ଗଣନା କାର୍ଯ୍ୟ ସୁଚାରୁ ଓ ସଂପୂର୍ଣ୍ଣ ରୂପେ ସଂପନ୍ନ କରିବାକୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ଣରେ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ କେ ସୁଦର୍ଶନ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ରବି ଋତୁ ପାଇଁ ଜିଲ୍ଲାସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକ

ଖୋର୍ଦ୍ଧା: ୨୦୨୨-୨୩ ରବି ଋତୁରେ ଜିଲ୍ଲାରେ ପୂର୍ବ ବର୍ଷ ତୁଳନାରେ ଅଧିକ ୩୧୦୦ ହେକ୍ଟର ଚାଷ ଜମିରେ ଧାନ ଓ ଅଣଧାନ ଚାଷ କରାଯିବ ବୋଲି ଆଜି ଆଗାମୀ ରବି ଋତୁ ପାଇଁ ଜିଲ୍ଲାସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଜି ଅପରାହ୍ଣରେ ଜିଲ୍ଲାପାଳ କାର୍ଯ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ଗୋଶାଳା ନିର୍ମାଣ ଭୂମିପୂଜନରେ ଅତିଥି ପାଇଁ ନିଆରା ନିମନ୍ତ୍ରଣ

ଖୋର୍ଦ୍ଧା: ଖୋର୍ଦ୍ଧାର ବର୍ତମାନର ଭାରତୀୟ ପ୍ରାଶାସନିକ ସେବା ଆୟୋଗର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ଅନ୍ୟ ଅଣସରକାରୀ କାର୍ଯ୍ୟକ୍ରମକୁ କ୍ୱଚିତ ଯାଆନ୍ତି । କିନ୍ତୁ ଆଜି ବାଣପୁର ବଉଳାବନ୍ଧ ଠାରେ ଏକ ଗୋଶାଳା ନିର୍ମାଣର ଭୂମି ପୂଜନ ପାଇଁ ଜିଲ୍ଲାପାଳଙ୍କୁ…
ଅଧିକ ଖବର ଦେଖନ୍ତୁ...

ପାଇକ ସ୍ମାରକୀ ସ୍ଥଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ

ଖୋର୍ଦ୍ଧା: ପ୍ରାୟ ତିନି ବର୍ଷରେ ଐତିହାସିକ ବରୁଣେଇ ପାହାଡ଼ର ପାଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀର ନିର୍ମାଣ କାର୍ଯ୍ୟ ନିମନ୍ତେ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ ହୋଇଛି। ୨୦୨୨ ନଭେମ୍ବର ୧୬ ତାରିଖରେ ପ୍ରସ୍ତାବିତ ୯.୬୮୫ ଏକର ଜମିର ପଟ୍ଟା ପ୍ରସ୍ତୁତ ହୋଇଥିଲା। ଡିସେମ୍ବର ୧୩…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ହକି ବିଶ୍ବକପ୍‌ ଟ୍ରଫି: ପାଇକ ନୃତ୍ୟ, ବାନାଟି ଖେଳରେ ସ୍ୱାଗତ

ଖୋର୍ଦ୍ଧା: ଓଡ଼ିଶା ଦ୍ୱିତୀୟ ଥର ପାଇଁ ପୁରୁଷ ବିଶ୍ୱକପ୍ ହକି ଆୟୋଜନ କରୁଛି । ଖେଳର ପରଂପରା ଅନୁସାରେ, ପ୍ରତିଯୋଗିତା ପୂର୍ବରୁ ଏହି ଟ୍ରଫି ଆୟୋଜକ ରାଜ୍ୟର ବିଭିନ୍ନ ସ୍ଥାନ ପରିଭ୍ରମଣ କରେ । ଏହି କ୍ରମରେ ଆଜି ବିଶ୍ୱକପ୍ ହକି ଟ୍ରଫି ଖୋର୍ଦ୍ଧାରେ ପହଂଚିଛି । ଖୋର୍ଦ୍ଧାରେ ପାରଂପରିକ ପାଇକ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ୱିଲକିନସନ ନଗରରେ ସାମୂହିକ ତୁଳସୀ ପୂଜନ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ତୁଳସୀ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇତିବା ବେଳେ ଖୋର୍ଦ୍ଧା ଉପକଣ୍ଠ ଟାଙ୍ଗିଆପଡ଼ା ପଞ୍ଚାୟତର ୱିଲକିନସନ ନଗରଠାରେ ସାମୂହିକ ତୁଳସୀ ପୂଜନ ଆୟୋଜିତ ହୋଇଯାଇଛି। ସନ୍ଧ୍ୟ‌ାରେ ଭାଗବତଦେବ ପୀଠ ଓ ରାଧାକୃଷ୍ଣ ମନ୍ଦିର ପରିସରରେ…
ଅଧିକ ଖବର ଦେଖନ୍ତୁ...

ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜୟନ୍ତୀ

ଖୋର୍ଦ୍ଧା: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସମ୍ମାନରେ ସମ୍ମାନିତ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜୟନ୍ତୀ ତଥା ସୁଶାସନ ଦିବସ ଆଜି ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ଶାଖା ପକ୍ଷରୁ ପାଳିତ ହୋଇଯାଇଛି। ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରଶ୍ମୀ…
ଅଧିକ ଖବର ଦେଖନ୍ତୁ...