ଖୋର୍ଦ୍ଧା: ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପାଇକତିଗିରିଆ ଗ୍ରାମ ନିକଟ ଜଙ୍ଗଲରେ ପିସ୍ତଲ, ଭୁଜାଲି ,ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ପଡ଼ିଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସେଠାରେ ଏକ ଟେଣ୍ଟ କରାଯାଇ ଗଦି ତକିଆ ଚାଦର ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ରହିଛି।
ଜଙ୍ଗଲରେ ମାରଣାସ୍ତ୍ର: ପୁଲିସର ତଦନ୍ତ ଆରମ୍ଭ
/sambad/media/post_attachments/wp-content/uploads/2024/03/74685df5-1204-44f9-b2b8-15290b2a2748.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)