ଭୁବନେଶ୍ୱର : ଏକ ମାଲବାହୀ ଟ୍ରେନ୍ ଆଜି ଖୋର୍ଧା ରୋଡ୍ ନିକଟରେ ଲାଇନ୍ଚ୍ୟୁତ ହୋଇଛି। ଅପରାହ୍ଣ ୪ଟା ୧୦ରେ ୧୫, ୧୬ ଓ ୧୭ ନମ୍ବର ବଗି ଲାଇନ୍ ଚ୍ୟୁତ ହୋଇଥିଲେ ହେଁ ଏହାଦ୍ୱାରା କୌଣସି କ୍ଷୟକ୍ଷତିି ହୋଇନାହିଁ। ମିଳିଥିବା ସୂଚନା ମୁତାବକ ସଂପୃକ୍ତ ମାଲବାହୀ ଟ୍ରେନ୍ଟି ଖୋର୍ଧା ରୋଡ୍ର ମାର୍ସାଲିଂ ୟାର୍ଡ ନିକଟରେ ପଛକୁ ଯିବା ବେଳେ ଲାଇନ୍ଚ୍ୟୁତ ହୋଇଥିଲା। ସନ୍ଧ୍ୟା ୫ଟା ୫୦ରେ ୩ବଗିକୁ ଲାଇନ୍ ଉପରକୁ ନିଆଯାଇଥିଲା।
ମାଲବାହୀ ଟ୍ରେନ୍ର ୩ ବଗି ଲାଇନ୍ଚ୍ୟୁତ
/sambad/media/post_attachments/wp-content/uploads/2017/12/khurdha-2.jpeg)