ୱାର୍ଡସଭ୍ୟାଙ୍କ ସ୍ୱାମୀଙ୍କୁ ପେଟ୍ରୋଲ ଢାଳି ପୋଡ଼ିଦେବାକୁ ଉଦ୍ୟମ

ଖୋର୍ଦ୍ଧା: ନୂଆଗାଁ ପଥରବନ୍ଧ ଗାଁରେ ଗତକାଲି ରାତିରେ ପମ୍ପ ହାଉସରେ ଶୋଇଥିବା ବେଳେ ୱାର୍ଡସଭ୍ୟାଙ୍କ ସ୍ୱାମୀ ରମେଶ ବେହେରାଙ୍କୁ କେହି ଦୁର୍ବୃତ୍ତ ପେଟ୍ରୋଲ ଢାଳି ପୋଡ଼ିଦେବାକୁ ଉଦ୍ୟମ କରିଛନ୍ତିI ଏଥିରେ ରମେଶ ଆହତ ହୋଇଛନ୍ତିI ଘଟଣା ସମ୍ପର୍କରେ ଟାଙ୍ଗି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର