ବାଲିଅନ୍ତା ତହସିଲ୍‌ ଅମିନଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଖୋର୍ଦ୍ଧା: ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବାଲିଅନ୍ତା ତହସିଲର ଅମିନ ଫକୀର ମୋହନ ଜେନାଙ୍କ ଘରେ ଭିଜିଲାନ୍‌ସର ଚଢାଉ କରିଛି। ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ। ତେବେ ପୁରୀ, ବ୍ରହ୍ମଗିରି, ଭୁବନେଶ୍ୱର ବାସଭବନ ସମେତ ବାଲିଅନ୍ତା ତହସିଲରେ ଭିଜିଲାନ୍‌ସ ଚଢାଉ କରୁଛି। ଅମିନ ଫକୀର ମୋହନ ଜେନାଙ୍କ ୧୮ଟି ପ୍ଲଟ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର