ଖୋର୍ଦ୍ଧା: ଖୋର୍ଦ୍ଧା ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ମହିଳାଙ୍କ ପରିଚୟ ପାଇବାକୁ ଜୋରଦାର ପ୍ରୟାସ ଚଳାଇଛି କମିସନରେଟ ପୁଲିସ । ମହିଳାଙ୍କ ପରିଚୟ ଦେଲେ ମିଳିବ ପୁରସ୍କାର । ଏଥିପାଇଁ ପୁଲିସ କମିସନରଙ୍କୁ ଚିଠି ଲେଖିବେ ଭୁବନେଶ୍ୱର ଡିସିପି । ଗତ ଫେବ୍ରୁଆରି ୧୨ ତାରିଖରେ ଯାଆଁଳା ଫାଣ୍ଡି ପରିସରରୁ ଏକ ସିଜ୍ କାର ଭିତରୁ ମିଳିଥିଲା ମହିଳାଙ୍କ କଙ୍କାଳ । ମହିଳାଙ୍କ ପରିଚୟ ପାଇବା ପାଇଁ କଙ୍କାଳର ସ୍କେଚ୍ ପ୍ରସ୍ତୁତ କରି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି ପୁଲିସ ।
ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା: ପରିଚୟ ଦେବା ଲୋକକୁ ପୁରସ୍କାର ଦେବ ପୁଲିସ୍
/sambad/media/post_attachments/wp-content/uploads/2021/04/89c5f440-0e90-4314-b3e6-b6f5a277716a.jpg)