କର୍ଲାମୁଣ୍ଡା: କୋଣାର୍କ ମହୋତ୍ସବର ତୃତୀୟ ଦିନରେ ବାଲୁକା କଳାର ବିଷୟ ବସ୍ତୁ ଥିଲା ‘ନାରୀ ସଶକ୍ତୀକରଣ’। ଏଥିରେ ଭାଗ ନେଇଥିବା କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଗଜବାହାଲ ପଞ୍ଚାତ ଡଙ୍ଗରମୁଣ୍ଡା ଗ୍ରାମର ଯୁବ ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ, ତାଙ୍କ ସହଯୋଗୀ ଅକ୍ଷୟ ରଣା, ରୋହନ ଗୋଚ୍ଛାୟତ ଓ ମଳୟ ରଞ୍ଜନ ମହନ୍ତ ବାଲୁକା କଳାରେ ନାରୀ ସଶକ୍ତୀକରଣର ବାର୍ତ୍ତା ଦେଇଥିଲେ।
କୋଣାର୍କ ମହୋତ୍ସବରେ ନାରୀ ସଶକ୍ତୀକରଣ ଶୀର୍ଷକ ବାଲୁକା କଳା
/sambad/media/post_attachments/wp-content/uploads/2023/12/52ca1890-3e17-4c34-8768-0eabf51dfc0a.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)