କୋରାପୁଟ: କୋରାପୁଟ ଜିଲ୍ଲା ଲାମତାପୁଟ ବ୍ଲକ ମେଡ଼ିପୁଟ ଗ୍ରାମରେ ଝାଡ଼ାବାନ୍ତିରେ ୧୦ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। ସେଥିମଧ୍ୟରୁ ୫ ଜଣ ନନ୍ଦପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ୫ ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କୋରାପୁଟ ମେଡିକାଲରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।
ଲାମତାପୁଟରେ ଝାଡ଼ାବାନ୍ତି: ଜଣେ ଆକ୍ରାନ୍ତଙ୍କ ଚାଲିଗଲା ଜୀବନ
/sambad/media/post_attachments/wp-content/uploads/2024/07/42074dcf-f5c2-4f84-a648-81085799d2fb.jpeg)