କୋରାପୁଟ: ଜୟପୁର ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୪ଜଣ ବିଏସଏଫ୍ ଯବାନ ଗଣଦୁଷ୍କର୍ମ କରିଥିବା ପଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ କୋବ୍ରା ବାଟାଲିୟନର ୪ ଜଣ ଯବାନ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କୁନ୍ଦୁଲି ସେବାସିତମ ସ୍କୁଲର ଛାତ୍ରୀଙ୍କୁ ସୋରିଷପଦର ଗାଁ ନିକଟସ୍ଥ ଜଙ୍ଗଲରେ ୪ ଜଣ ଯବାନଙ୍କ ଦ୍ୱାରା ଗଣଦୁଷ୍କର୍ମ ସମ୍ପର୍କରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୀଡ଼ିତାଙ୍କୁ ମେଡିକାଲ ପରୀକ୍ଷା ପାଇଁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲ ପଠାଇ ଦିଆଯାଇଛି।
କୋରାପୁଟ: ନବମ ଶ୍ରେଣୀ ଛାତ୍ରୀଙ୍କୁ ୪ଜଣ ଯବାନଙ୍କ ଗଣଦୁଷ୍କର୍ମ ଅଭିଯୋଗ
/sambad/media/post_attachments/wp-content/uploads/2017/10/kpt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)