କୋରାପୁଟ: ଟିପର ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି।୨୬ ନଂ ଜାତୀୟ ରାଜପଥର କୋରାପୁଟ ସହରର ଆଦିତ୍ୟ ନଗର ଠାରେ ଟିପର ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଘଟଣା ସ୍ଥଳରେ କୋରାପୁଟ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି। ମୃତକଙ୍କର ଘର ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ବୋଲି ଜଣା ପଡ଼ିଛି।

Advertisment