କୋରାପୁଟ: କୋରାପୁଟ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରୁ ମୃତଦେହ ଉଦ୍ଧାର। ମୃତକ ହେଲେ ମନୀଷ ଦାସ। ତାଙ୍କ ଘର କଟକ କଣ୍ଟିଲୋ ଅଂଚଳର ବୋଲି ଜଣାପଡ଼ିଛି। ମନୀଷ ରାୟଗଡା ଅଞ୍ଚଳ ଟିକିରି କମ୍ପାନୀରେ ଚାକିରି କରନ୍ତି। ମନୀଷ ଗତକାଲି ଭୁବନେଶ୍ୱରରୁ ହୀରାଖଣ୍ଡ ଟ୍ରେନ ଯୋଗ ଟିକିରୀ ଆସୁଥିଲେ। ଟ୍ରେନରେ ଆସିବା ସମୟରେ ହୃଦଘାତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ କୋରାପୁଟ ଆରପିଏଫ ଓ ଜିଆରପି ପୋଲିସ୍ ପହଞ୍ଚି ଶବକୁ ଜବତ କରି ଅଧିକ ତଦନ୍ତ କରୁଛି।
Hirakhand Express: କୋରାପୁଟ ହୀରାଖଣ୍ଡ ଟ୍ରେନରୁ ମୃତଦେହ ଉଦ୍ଧାର
କୋରାପୁଟ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରୁ ମୃତଦେହ ଉଦ୍ଧାର। ମୃତକ ହେଲେ ମନୀଷ ଦାସ। ତାଙ୍କ ଘର କଟକ କଣ୍ଟିଲୋ ଅଂଚଳର ବୋଲି ଜଣାପଡ଼ିଛି। ମନୀଷ ରାୟଗଡା ଅଞ୍ଚଳ ଟିକିରି କମ୍ପାନୀରେ ଚାକିରି କରନ୍ତି।
/sambad/media/media_files/2025/10/19/dead-2025-10-19-19-37-58.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)