କୋରାପୁଟ: ମାଓବାଦୀ ସଂଗଠନ ବିରୁଦ୍ଧରେ କୋରାପୁଟ ଜିଲ୍ଲାର ପାଡୁଆ ଓ ନନ୍ଦପୁର ଅଞ୍ଚଳରେ ଲାଗିଛି ପୋଷ୍ଟର। ବିଚ୍ଛିନ୍ନତା ଉନ୍ନୟନ ସଂଘ ମାଲକାନଗିରି ନାମରେ ଏହି ପୋଷ୍ଟର ମରାଯାଇଛି। ଏଥିରେ ମାଓବାଦୀମାନେ ବିକାଶ ବିରୋଧୀ ଓ ଆଦିବାସୀମାନଙ୍କୁ ମିଛରେ ପୁଲିସ ଇନଫରମର କହି ହତ୍ୟା କରୁଥିଵା ଘଟଣାକୁ ନିନ୍ଦା କରାଯାଇଛି।
ମାଓବାଦୀ ଓ ମାଓ ମିଲେସିଆଙ୍କ ବିରୋଧରେ ଆଦିବାସୀମାନେ ଏକାଠି ହୋଇ ଲଢ଼ିବାକୁ ପୋଷ୍ଟରରେ ଉଲ୍ଳେଖ ରହିଛି। କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି।
କୋରାପୁଟ: ମାଓବାଦୀ ସଂଗଠନ ବିରୁଦ୍ଧରେ ପୋଷ୍ଟର
/sambad/media/post_attachments/wp-content/uploads/2022/04/fe770d37-0f6f-45e6-ba7e-935b85748428.jpg)