ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ବନାଗ୍ନି: ପୋଡ଼ୁ, ମକା ଚାଷ ପାଇଁ ଲଗାଉଛନ୍ତି ଜଙ୍ଗଲ, ୩୦ସ୍ଥାନରେ ଲାଗୁଛି ନିଆଁ

ଜୟପୁର: ଖରାର ପ୍ରକୋପ ବଢ଼ି ଚାଲିଛି। ତାପ ମାତ୍ରା ବି ବଢ଼ୁଛି। ବନସୁରକ୍ଷା ସମିତି କରି ସଚେତନ କରିବା ପରେ ବି ଜଙ୍ଗଲ ପାର୍ଶ୍ବ ଗ୍ରାମାଂଚଳର ଲୋକେ ସଚେତନ ହେବାର ନାଁ ନେଉନାହାନ୍ତି। ପୋଡୁଚାଷ ଓ ମକାଚାଷ ପାଇଁ ବ୍ୟାପକ ଭାବେ ​ଛୋଟ ବଡ ଜଙ୍ଗଲ, ପାହାଡରେ ନିଆଁ ଲଗାଉଛନ୍ତି। ଜଙ୍ଗଲରେ…
ଅଧିକ ଖବର ଦେଖନ୍ତୁ...

ପାଚିଲା ଆମ୍ବ @୧୦୦

ଜୟପୁର: ଚଳିତ ବର୍ଷ ଏପ୍ରିଲ ତୃତୀୟ ସପ୍ତାହରେ ପହଚିଂଯାଇଛି ପାଚିଲା ଆମ୍ବ। ଏହା ଆସିଛି ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ, ବିଜୟନଗରମ, ଗଜପତିନଗରମ ଅଂଚଳରୁ। ସହରର ବିଭିନ୍ନ ଫଳ ଦୋକାନ ସହ ଉଠାଦୋକାନରେ ବି ବିକ୍ରୀ ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ପାଚିଲା ଆମ୍ବ ଆସିଥିବାରୁ…
ଅଧିକ ଖବର ଦେଖନ୍ତୁ...

ବେକରେ ଦଉଡି ଦେଇ ଭିନ୍ନ ସ୍ଥାନରେ ଜୀବନ ହାରିଲେ ଯୁବକ, ଯୁବତୀ

ଜୟପୁର/ରାଇରଂଗପୁର: ବେକରେ ଦଉଡ଼ି ଦେଇ ରାଜ୍ୟର ଭିନ୍ନ ସ୍ଥାନରେ ଦୁଇ ଜଣ ଯୁବକ ଓ ଯୁବତୀ ପ୍ରାଣ ହରାଇଛନ୍ତି। ପ୍ରଥମ ଘଟଣା କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅର୍ନ୍ତଗତ ବାରିଣୀପୁଟ ଶୁଣ୍ଡିଗୁଡ଼ା ଗାଁରେ ଓ ଦ୍ବିତୀୟ ଘଟଣା ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ତଥା ହାଟବାଦଡା…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ପାଇଁ ମତଦାନ ସମୟ ନିର୍ଘଣ୍ଟ ପ୍ରକାଶ

ଭୁବନେଶ୍ବର: ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁରୁବାରଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମେ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ରଘୁବାବୁଙ୍କ ରେକର୍ଡ କାଟିବା ସମ୍ଭାବନା କମ୍

ଜୟପୁର: ଦେଶ ସ୍ବାଧୀନତା ପରେ ୧୯୫୧ମସିହାରେ ହିଁ ଜୟପୁର ନିର୍ବାଚନମଣ୍ଡଳୀ ଅଣକଂଗ୍ରେସ ହାତରେ ରହିଥିଲା। ତେବେ ୧୯୬୧ରେ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର ପ୍ରାର୍ଥୀ ଏଠାରେ ଜିତିବା ପରେ ୨୦୧୯ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସ ୯ଥର ଜିତିଛି। ସେଭଳି ଗଣତନ୍ତ୍ର ପରିଷଦ ୨ଥର ଓ ସ୍ବତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଆକାଶରୁ ଅଗ୍ନି ବର୍ଷା, ଜୀବନ କଲବଲ: ମାଟି ହାଣ୍ଡିର ଚାହିଦା ବଢ଼ିଲା

ଜୟପୁର: ଲଗାତାର ବଢୁଛି ପାରଦ। ଲାଗୁଛି। ସତେକି ଆକାଣରୁ ନିଆଁ ବର୍ଷା ହେଉଛି। ଏ ଭିତରେ ସହର ଏବଂ ଆଖପାଖ ଅଞ୍ଚଳରେ ତାପମାତ୍ରା ୩୮ ଡିଗ୍ରିରେ ପହଞ୍ଚିଲାଣି। ଆଗକୁ ତାତି ଆହୁରି ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ନିଆଁ ବର୍ଷାକୁ ଦେଖି ଏ ବର୍ଷର ତାତି ସବୁ ରେଚର୍ଡ ଭାଙ୍ଗିବ ବୋଲି…
ଅଧିକ ଖବର ଦେଖନ୍ତୁ...

ପ୍ରଶାସନ ପକ୍ଷରୁ  ନିର୍ବାଚନକୁ ନେଇ କାନ୍ଥରେ ଚିତ୍ର ଲିଖନ ପ୍ରତିଯୋଗିତା

ଜୟପୁର: କୋରାପୁଟ ଜିଲ୍ଲାପ୍ରଶାସନ ପକ୍ଷରୁ ଜୟପୁର ପୌରପାଳିକାର ସହଯୋଗରେ ନିର୍ବାଚନକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୧୬ଜଣ ଚିତ୍ରକର ଭାଗ ନେଇ   ସରକାରୀ ଉଚ୍ଚ ବିଦ୍ୟାଳୟର ପାଚେରୀ ଉପରେ ନିର୍ବାଚନର ସଚେତନତାକୁ ନେଇ ଚିତ୍ର ଆଙ୍କିଥିଲେ। ଏମାନଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ବାଲ୍ୟ ବିବାହ ରୋକିଲା ପ୍ରଶାସନ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କଙ୍ଗା ପଞ୍ଚାୟତ କଙ୍ଗା ଗାଁରେ ପ୍ରଶାସନ ତରଫରୁ ବାଲ୍ୟ ବିବାହ ରୋକାଯାଇଥିବା ଜଣାପଡ଼ିଛି। ସିଡିପିଓ ସୁଚେତା ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ ଯେ, ‌କ‌ୋଟପାଡ଼ ବ୍ଲକ କୁସୁମି ଅଂଚଳର ନାବାଳିକା ଝିଅର ବିବାହ କଙ୍ଗା ଅଂଚଳର ପଙ୍କଜ ହରିଜନ ନାମକ ଜୈନେକ…
ଅଧିକ ଖବର ଦେଖନ୍ତୁ...

ଆଜି ଶ୍ରୀରାମନବମୀ: ଗେରୁଆ ରଙ୍ଗରେ ସଜେଇ ହୋଇଛି ଜୟପୁର 

ଜୟପୁର: ଆଜି ଦେଶରେ ପବିତ୍ର ଶ୍ରୀରାମ ନବମୀ ପାଳନ ହେଉଛି। ଏହାକୁ ଅତ୍ୟନ୍ତ ଧୁମ୍ ଧାମରେ ପାଳନ କରିବା ପାଇଁ ଶ୍ରୀରାମ ନବମୀ ପାଳନ ସମିତି ପକ୍ଷରୁ ପ୍ରସ୍ତୁତି ପର୍ବ ଗତ ୧୫ଦିନ ହେବ ଜାରୀ ରହିଛି। ସହରର ପାୱାରହାଉସ ଛକରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଭବ୍ୟ ଶୋଭାଯାତ୍ରା…
ଅଧିକ ଖବର ଦେଖନ୍ତୁ...

ପ୍ରେକ୍ଷାଳୟ ମରାମତି ପାଇଁ ସରିଲା ଟେଣ୍ଡର, ୮୦ଲକ୍ଷ ବ୍ୟୟ ବରାଦ

ଜୟପୁର: ସହରବାସୀଙ୍କ ଲାଗି ଖୁସି ଖବର। ମରାମତି ହେବ ସ୍ଥାନୀୟ ଘୋଡ଼ାଶାଳ ପଡ଼ିଆରେ ଥିବା ପ୍ରତାପ ନାରାୟଣ ସିଂଦେଓ ଅଡିଟୋରିୟମ। ଏଥିଲାଗି ପଦକ୍ଷେପ ନେଇଛି ପୌରପାଳିକା। ମରାମତି ଲାଗି ୮୦ ଲକ୍ଷ ଟଙ୍କାର ବ୍ୟୟଅଟକଳ କରିଛି। ଟେଣ୍ଡର ପ୍ରକ୍ରିୟା ଶେଷ ହେବା ସହ ଚୁକ୍ତି ବି ହୋଇ ସାରିଛି।…
ଅଧିକ ଖବର ଦେଖନ୍ତୁ...